Covid india
ଦେଶ- ବିଦେଶ 

ଦେଶରେ ୨୪ ଘଣ୍ଟାରେ ୪୭,୦୯୨ ସଂକ୍ରମିତ ଓ ୩୫, ୧୮୧ ସୁସ୍ଥ

ଦେଶରେ ୨୪ ଘଣ୍ଟାରେ ୪୭,୦୯୨ ସଂକ୍ରମିତ ଓ ୩୫, ୧୮୧ ସୁସ୍ଥ ଦିଲ୍ଲୀ: ସେପ୍‌ଟେମ୍ବର ୨: ଗତ କାଲି ଅପେକ୍ଷା ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭,୦୯୨ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୯ ହଜାର ୫୮୩ ରହିଛି । ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଥିଲା ବେଳେ ଗତ ୨୪ ଘଣ୍ଟାରେ ୩୫,୧୮୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ […]
Read More...
ଓଡ଼ିଶା 

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୯ ଲକ୍ଷ ଟପିଲା; ମୋଟ ମୃତ୍ୟୁ ସଂଖ୍ୟା ୨୩,୭୧୭ କୁ ବୃଦ୍ଧି

ଦେଶରେ  କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୯ ଲକ୍ଷ ଟପିଲା; ମୋଟ ମୃତ୍ୟୁ ସଂଖ୍ୟା ୨୩,୭୧୭ କୁ ବୃଦ୍ଧି ଭୁବନେଶ୍ୱର: ଜୁଲାଇ ୧୪: ଲଗାତାର ଦୁଇ ଦିନ ହେଲା ଦିନକୁ ୨୮ ହଜାର ରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଭାରତରେ I ୨୪ ଘଂଟାରେ ଦେଶରେ ୨୮,୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୬,୭୫୨ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୫,୭୧,୪୫୯ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୩,୧୧,୫୬୫ ଜଣ ଚିକିତ୍ସାଧୀନ ଅଛନ୍ତି I ଜୁଲାଇ ୧୧ ତାରିଖରେ ଭାରତରେ […]
Read More...
ଦେଶ- ବିଦେଶ  ଓଡ଼ିଶା 

ମାନୁନି କରୋନା : ଦେଶରେ ୬୭ ହଜାର ୧୫୨ ଆକ୍ରାନ୍ତ; ମୃତ୍ୟୁ ସଂଖ୍ୟା ୨୨୦୬କୁ ବୃଦ୍ଧି

ମାନୁନି କରୋନା : ଦେଶରେ ୬୭ ହଜାର ୧୫୨ ଆକ୍ରାନ୍ତ;  ମୃତ୍ୟୁ ସଂଖ୍ୟା ୨୨୦୬କୁ ବୃଦ୍ଧି Edited by Papu Mohanty ଭୁବନେଶ୍ୱର : May 11: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି । ସୋମବାର ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨ ଶହ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ । ଗତ ୨୪ ଘଣ୍ଟାରେ ଦେଶରେ ୯୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଓ ସର୍ବାଧିକ ୪ହଜାର ୨୧୩ଟି ନୂଆ ଆକ୍ରାନ୍ତଙ୍କ ସୂଚନା ମିଳିଛି । ପୂର୍ବରୁ ୨୪ ଘଣ୍ଟା […]
Read More...

Advertisement