COVID India Update
ଦେଶ- ବିଦେଶ 

ଦେଶରେ କରୋନା ସଙ୍କାମିତଙ୍କ ସଂଖ୍ୟା ୪,୨୫,୨୮୨; ମୋଟ ମୃତ୍ୟୁ ସଂଖ୍ୟା ୧୩,୬୯୯

ଦେଶରେ କରୋନା ସଙ୍କାମିତଙ୍କ ସଂଖ୍ୟା ୪,୨୫,୨୮୨; ମୋଟ ମୃତ୍ୟୁ ସଂଖ୍ୟା ୧୩,୬୯୯ ଭୁବନେଶ୍ୱର: ଜୁନ ୨୨: ଦେଶରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪,୨୫,୨୮୨ କୁ ବୃଦ୍ଧି ପାଇଛି I ଗତ ୨୪ ଘଣ୍ଟା ମଧ୍ୟରେ ୧୪,୮୨୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେହିପରି, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩,୬୯୯ କୁ ବୃଦ୍ଧି ପାଇଛି ଏବଂ ୨୪ ଘଣ୍ଟାରେ ୪୪୫ ଜଣଙ୍କର ମୃତ୍ୟୁ ହେଇଛି I ଏ ପର୍ଯ୍ୟନ୍ତ ୨,୩୭,୧୯୫ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଲେଣି I ଆରୋଗ୍ୟ ଲାଭ […]
Read More...

Advertisement