COVID death toll in Odisha
ଓଡ଼ିଶା 

ଓଡ଼ିଶାରେ ଗୋଟିଏ ଦିନରେ ୧୬୦୨ କୋଭିଡ-୧୯ ପଜିଟିଭ ଚିହ୍ନଟ: ୧୦ ମୃତ

ଓଡ଼ିଶାରେ ଗୋଟିଏ ଦିନରେ ୧୬୦୨ କୋଭିଡ-୧୯ ପଜିଟିଭ ଚିହ୍ନଟ: ୧୦ ମୃତ ଭୁବନେଶ୍ୱର: ଅଗଷ୍ଟ ୦୧: ଓଡ଼ିଶାରେ ୨୪ ଘଂଟାରେ ୧୬୦୨ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୯୯୩ ଟି Quarantine Case ଏବଂ ୬୦୯ ଟି Local Contact Case I ୧୬୦୨ କେଶ କୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୭୯ କୁ ବୃଦ୍ଧି ପାଇଛି I ଚିହ୍ନଟ ହେଇଥିବା ୧୬୦୨ ଟି କେଶ ମଧ୍ୟରୁ, ଶତକଡା ୫୦ ଭାଗ କେଶ କେବଳ ଗଂଜାମ, ଖୋର୍ଦ୍ଧା , […]
Read More...
ଓଡ଼ିଶା 

ଓଡ଼ିଶାରେ ଆଉ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ : ମୋଟ ମୃତ୍ୟୁ ସଂଖ୍ୟା ୨୯ କୁ ବୃଦ୍ଧି

ଓଡ଼ିଶାରେ ଆଉ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ : ମୋଟ ମୃତ୍ୟୁ ସଂଖ୍ୟା ୨୯ କୁ ବୃଦ୍ଧି ଭୁବନେଶ୍ୱର: ଜୁଲାଇ ୦୩ : ଓଡ଼ିଶାରେ ଆଉ ଦୁଇ ଜଣ କରୋନା ସଂକ୍ରାମିତଙ୍କର ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ମୃତ୍ୟୁ ବରଣ କରିଥିବା ଦୁଇଜଣ ବ୍ୟକ୍ତି ଗଂଜାମ ଜିଲ୍ଲାର ଏବଂ ସେମାନଙ୍କ ବୟଷ ଯଥାକ୍ରମେ ୬୬ ଓ ୪୦ ବର୍ଷ I ୬୬ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପରେ ପିଡ଼ୀତ ଥିଲେ ଏବଂ ୪୦ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପିଡ଼ୀତ ଥିଲେ । ଏହାକୁ ମିଶାଇ, […]
Read More...

Advertisement