covid death case in odisha
ଓଡ଼ିଶା 

୨୪ ଘଣ୍ଟାରେ ରାଜ୍ୟରେ ୪୪୪ କରୋନା ସଂକ୍ରମିତ ଏବଂ ୬୪୬ ସୁସ୍ଥ

୨୪ ଘଣ୍ଟାରେ ରାଜ୍ୟରେ ୪୪୪ କରୋନା ସଂକ୍ରମିତ ଏବଂ ୬୪୬ ସୁସ୍ଥ ଭୁବନେଶ୍ୱର: ସେପ୍‌ଟେମ୍ବର ୨୭ : ଆଜି ରାଜ୍ୟରେ ୬୨, ୭୧୫ ସ୍ୱାବ ଟେଷ୍ଟ ମଧ୍ୟରୁ ୪୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୯ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୫୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୮୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୪ ହଜାର ୭୬୪ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି […]
Read More...

Advertisement