covid date
ଓଡ଼ିଶା 

୨୪ ଘଣ୍ଟାରେ ରାଜ୍ୟରେ ୭୬୨ କରୋନା ସଂକ୍ରମିତ ଓ ୮ ମୃତ

୨୪ ଘଣ୍ଟାରେ ରାଜ୍ୟରେ ୭୬୨ କରୋନା ସଂକ୍ରମିତ ଓ ୮ ମୃତ ଭୁବନେଶ୍ୱର: ସେପ୍‌ଟେମ୍ବର ୮ : ଆଜି ରାଜ୍ୟରେ ନୂତନ ୬୪, ୬୦୨ ସ୍ୱାବ ଟେଷ୍ଟ ମଧ୍ୟରୁ ୭୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୨ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୧୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧୩ ହଜାର ୫୬୭ ଜଣ କରୋନାରେ ଆକ୍ରାନ୍ତ […]
Read More...

Advertisement