covid data in odisha
ଓଡ଼ିଶା 

୨୪ ଘଣ୍ଟାରେ ରାଜ୍ୟରେ ୭୭୧ ସଂକ୍ରମିତ ଓ ୫୭୪ ସୁସ୍ଥ

୨୪ ଘଣ୍ଟାରେ ରାଜ୍ୟରେ ୭୭୧ ସଂକ୍ରମିତ ଓ ୫୭୪ ସୁସ୍ଥ ଭୁବନେଶ୍ୱର: ସେପ୍‌ଟେମ୍ବର ୯ : ଆଜି ରାଜ୍ୟରେ ନୂତନ ୬୫, ୦୩୭ ସ୍ୱାବ ଟେଷ୍ଟ ମଧ୍ୟରୁ ୭୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୭ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୪୪୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୨୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧୪ ହଜାର ୩୩୮ ଜଣ କରୋନାରେ ଆକ୍ରାନ୍ତ […]
Read More...

Advertisement