COVID comparison
ଦେଶ- ବିଦେଶ 

ଲକ୍ଷେ ଜନସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ବିଶ୍ଵରେ ଅନ୍ୟ ଦେଶ ତୁଳନାରେ ଭାରତରେ କମ

ଲକ୍ଷେ ଜନସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ବିଶ୍ଵରେ ଅନ୍ୟ ଦେଶ ତୁଳନାରେ ଭାରତରେ କମ ଭୁବନେଶ୍ୱର: ଜୁନ ୨୨:ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର 153ତମ ରିପୋର୍ଟ ଗତକାଲି (21.06.2020) ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଜନବହୁଳ ଭାରତରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ତୁଳନାରେ ସଂକ୍ରମଣ ହାର ବହୁତ କମ ଥିବା ଦର୍ଶାଯାଇଛି । ଭାରତରେ ପ୍ରତି ଲକ୍ଷେ ଜନସଂଖ୍ୟାରେ 30.40 କରୋନା ରୋଗୀ ଥିବା ବେଳେ ବିଶ୍ଵରେ ଏହି ହାର ଭାରତଠାରୁ ତିନିଗୁଣରୁ ବି ଅଧିକ। ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ 671.24 ଜଣ କରୋନା ରୋଗୀ ଥିବା ବେଳେ ଜର୍ମାନୀ, ସ୍ପେନ […]
Read More...

Advertisement