Covid cases India
ଦେଶ- ବିଦେଶ 

ଦେଶରେ ଗୋଟିଏ ଦିନରେ ୪୫ ହଜାର ରୁ ଉର୍ଦ୍ଧ୍ଵ କୋଭିଡ ପଜିଟିଭ ଚିହ୍ନଟ ଏବଂ ୧,୧୨୯ ମୃତ

ଦେଶରେ ଗୋଟିଏ ଦିନରେ ୪୫ ହଜାର ରୁ ଉର୍ଦ୍ଧ୍ଵ କୋଭିଡ ପଜିଟିଭ ଚିହ୍ନଟ ଏବଂ ୧,୧୨୯ ମୃତ ଭୁବନେଶ୍ୱର: ଜୁଲାଇ ୨୩: ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୪୫ ହଜାର ୭୨୦ କୋଭିଡ ପଜିଟିଭ କେଶ I ଅନ୍ୟପକ୍ଷରେ, ୨୪ ଘଣ୍ଟା ରେ ୧,୧୨୯ ଜଣଙ୍କର ମୃତ୍ୟୁ ହେଇଛି I ଦେଶରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ୬୩୫ ରେ ପହଂଚିଛି I ସେହିପରି, କରୋନା ରେ ଏ ପର୍ଯ୍ୟନ୍ତ ୨୯ ହଜାର ୮୬୧ ଜଣଙ୍କର ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ମନ୍ତ୍ରାଳୟ ର ସୂଚନା ଅନୁସାରେ, ମୋଟ […]
Read More...

Advertisement