Covid cases in BMC Area
ଓଡ଼ିଶା 

ଭୁବନେଶ୍ୱର ରେ ଆଜି ୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ରେ ଆଜି ୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁନ ୨୫: ୨୪ ଘଣ୍ଟାରେ, ଭୁବନେଶ୍ୱର ରେ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ୧୪ ଜଣ ସୁସ୍ଥ ହେଇଛନ୍ତି I ନୂଆ ୩୮ କେଶ ମଧ୍ୟରୁ, ୨୫ ଜଣ home quarantine ରେ ଥିଲେ ଏବଂ ୧୩ ଜଣ local contact case ବୋଲି, ଭୁବନେଶ୍ୱର ମହାନିଗମ ର ଟ୍ୱଇଟ ରେ ଦର୍ଶାଯାଇଛି I ଭୁବନେଶ୍ୱର ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୮ କୁ ବୃଦ୍ଧି ପାଇଛି I ଆଜି ଆରୋଗ୍ୟ […]
Read More...

Advertisement