Covid cases in Bhubaneswar
ଓଡ଼ିଶା 

ଅନ୍ୟ ଜିଲ୍ଲାରୁ ଆସୁଥିବା କର୍ମଚାରୀ ଙ୍କ ପ୍ରବେଶ ଉପରେ ଲାଗିଛି କଟକଣା

ଅନ୍ୟ ଜିଲ୍ଲାରୁ ଆସୁଥିବା କର୍ମଚାରୀ ଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ଭୁବନେଶ୍ୱର : ଜୁଲାଇ ୯: ରାଜଧାନୀକୁ ସରକାରୀ କର୍ମଚାରୀଙ୍କୁ ମନା । ଅନ୍ୟ ଜିଲ୍ଲାରୁ ଆସୁଥିବା କର୍ମଚାରୀ ଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଏଥିରୁ ବାଦ୍‌ ପଡିଛି କଟକ ଓ ଖୋର୍ଦ୍ଧା ଜିଲ୍ଲା । ଏଥିସହିତ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମା ସିଲ କରାଯାଇଛି । କରୋନା ସଂକ୍ରମଣ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ, ବିଶେଷକରି ଭୁବନେଶ୍ୱରରେ କରୋନା ସଂକ୍ରମିତ […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ୨୪ ଘଣ୍ଟାରେ ୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୧୫ ଜଣ

ଭୁବନେଶ୍ୱର ରେ ୨୪ ଘଣ୍ଟାରେ ୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୧୫ ଜଣ ଭୁବନେଶ୍ୱର : ଜୁନ ୨୪: ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ରେ ଚିହ୍ନଟ ହେଲେ ୨୨ ନୂଆ କରୋନା ସଂକ୍ରମିତ ଏବଂ ସୁସ୍ଥ ହେଲେ ୧୫ ଜଣ I ଚିହ୍ନଟ ହେଇଥିବା ୨୨ ଜଣଙ୍କ ମଧ୍ୟରୁ ୩ ଜଣ ହୋମ କ୍ୱାରନ୍ଟାଇନ କେଶ ଥିବାବେଳେ,୧୯ ଟି କେଶ ସ୍ଥାନୀୟ ଅଞ୍ଚଳର I ମୈତ୍ରୀ ବିହାର ରୁ ଜଣେ, ଭିଏସଏସ ନଗର ରୁ ଜଣେ ଏବଂ ଜଣେ ରେଲୱେ କର୍ମଚାରୀ କରୋନା ସଂକ୍ରମିତ ହେଇଛନ୍ତି I ଏହି ତିନି […]
Read More...
ଓଡ଼ିଶା 

ବ୍ଲୁ ହ୍ୱିଲ୍ ହସ୍ପିଟାଲ୍କୁ ସିଲ୍; କୋଭିଡ୍ ଗାଇଡ୍ଲାଇନ୍ସ ଉଲ୍ଲଘଂନ ଅଭିଯୋଗ

ବ୍ଲୁ ହ୍ୱିଲ୍ ହସ୍ପିଟାଲ୍କୁ ସିଲ୍; କୋଭିଡ୍ ଗାଇଡ୍ଲାଇନ୍ସ ଉଲ୍ଲଘଂନ ଅଭିଯୋଗ ଭୁବନେଶ୍ୱର: ଜୁନ ୨୪: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍କୁ ସିଲ୍ କରାଯାଇଛି। କୋଭିଡ୍ ଗାଇଡ୍ଲାଇନ୍ସ ଉଲ୍ଲଘଂନ ଅଭିଯୋଗରେ ହସ୍ପିଟାଲ କୁ ସିଲ୍ କରାଯାଇଥିବା ପ୍ରକାଶ I ଏହାସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଛି। ଗତକାଲି ଏହି ହସ୍ପିଟାଲ୍ରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। Blue Wheel Hospital, Mancheswar has been sealed by BMC authority today because […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ଚିହ୍ନଟ ହେଲେ ୧୧ କରୋନା ସଂକ୍ରମିତ

ଭୁବନେଶ୍ୱର ରେ ଚିହ୍ନଟ ହେଲେ ୧୧ କରୋନା ସଂକ୍ରମିତ ଭୁବନେଶ୍ୱର: ଜୁନ ୨୨: ଭୁବନେଶ୍ୱର ରୁ ଚିହ୍ନଟ ହେଲେ ୧୧ ଜଣ କରୋନା ସଂକ୍ରମିତ I ସେମାନଙ୍କ ମଧ୍ୟରେ, ମଂଚେଶ୍ୱର ଅଞ୍ଚଳରୁ ଅଛନ୍ତି ୭ ଜଣ I ୬ ଜଣ ନିକଟରେ ଉତ୍ତର ପ୍ରଦେଶ ରୁ ଫେରିଥିବା ବେଳେ, ଜଣେ ପଶ୍ଚିମବଙ୍ଗ ରୁ ଆସିଛନ୍ତି I ଉତ୍ତର ପ୍ରଦେଶ ରୁ ଫେରିଥିବା ବ୍ୟକ୍ତି ମାନଙ୍କର ବୟଷ ୩୩ ବର୍ଷ,୪୦ ବର୍ଷ,୫୫ ବର୍ଷ,୩୦ ବର୍ଷ,୨୧ ବର୍ଷ ଏବଂ ୨୨ ବର୍ଷ I ପଶ୍ଚିମ ବଙ୍ଗ ରୁ ଫେରିଥିବା ବ୍ୟକ୍ତିଙ୍କର […]
Read More...
ଓଡ଼ିଶା 

ଭୁବନେଶ୍ୱରରେ ୧୯ କରୋନା ଆକ୍ରାନ୍ତ , ୧୫ ଲୋକାଲ; ୯ ହସ୍ପିଟାଲ କର୍ମଚାରୀ ପଜିଟିଭ

ଭୁବନେଶ୍ୱରରେ ୧୯ କରୋନା ଆକ୍ରାନ୍ତ , ୧୫ ଲୋକାଲ; ୯ ହସ୍ପିଟାଲ କର୍ମଚାରୀ ପଜିଟିଭ ଭୁବନେଶ୍ୱର : ଜୁନ ୨୦: ରାଜଧାନୀରେ ପୁଣି ଆଜି ୧୯ ଜଣ କରୋନା ପଜିଟିଭ । ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ଲୋକାଲ କେସ୍‌ ଥିବାବେଳେ ଚାରି ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ ।ସଂକ୍ରମିତଙ୍କ Contact ଟ୍ରେସିଂ ଜାରି ରହିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।। ବିଏମ୍‌ସିର ଟ୍ୱିଟ୍‌ ଅନୁସାରେ, ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଘରୋଇ ହସ୍ପିଟାଲର ତିନି ଜଣ ମହିଳା(୨୭ ବର୍ଷ, ୨୪ବର୍ଷ, ୨୧ବର୍ଷ) ଓ ତିନି ଜଣ ପୁରୁଷ (୨୯ ବର୍ଷ, ୨୧ ବର୍ଷ, […]
Read More...
ଓଡ଼ିଶା 

କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର ସିଲ୍; ଲ୍ୟାବ୍‌ ଟେକ୍‌ନିସିଆନ୍‌ଙ୍କ ଠାରେ ପଜେଟିଭ୍‌

କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର ସିଲ୍; ଲ୍ୟାବ୍‌ ଟେକ୍‌ନିସିଆନ୍‌ଙ୍କ ଠାରେ ପଜେଟିଭ୍‌ ଭୁବନେଶ୍ୱର (ସବୁ୍ୟ): ଜୁନ ୨୦: ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରର ଜଣେ କର୍ମଚାରୀଙ୍କ ଠାରେ କରୋନା ପଜେଟିଭ୍‌ ଚିହ୍ନଟ ହେବାପରେ ୨୪ଘଣ୍ଟା ପାଇଁ କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରକୁ ସିଲ୍‌ କରିଦିଆଯାଇଛି । ଏଠାରେ ଲ୍ୟାବ୍‌ ଟେକ୍‌ନିସିଆନ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରେ କୋଭିଡ-୧୯ ପଜେଟିଭ୍‌ ଚିହ୍ନଟ ହୋଇଛି । ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିଲାବେଳେ ଅନ୍ୟ ୭ଜଣ କର୍ମଚାରୀଙ୍କୁ ହୋମ୍‌କ୍ୱାରେଣ୍ଟାଇନ୍‌ରେ ରହିବା […]
Read More...
ଓଡ଼ିଶା 

ଭୁବନେଶ୍ୱରରେ ୧୬ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ହେଲା

ଭୁବନେଶ୍ୱରରେ ୧୬ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ହେଲା ଭୁବନେଶ୍ୱର: ଜୁନ ୧୪: ଭୁବନେଶ୍ୱର ରେ ୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ପାଟିଆ ର ଶ୍ରୀବିହାର ଅଂଚଳର ଜଣେ କରୋନା ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସି ୩ ଜଣ ବ୍ୟକ୍ତି ସଂକ୍ରମିତ ହେଇଛନ୍ତି I ସେମାନଙ୍କ ମଧ୍ୟରେ ୩୧ବର୍ଷୀୟ ପୁରୁଷ, ୬୫ବର୍ଷୀୟ ପୁରୁଷ ଓ ୫୮ବର୍ଷୀୟ ମହିଳା ରହିଛନ୍ତି । ଜୟଦେବ ବିହାର ଅଂଚଳର ଜଣେ ୭୧ ବର୍ଷ ବୟଷ ର ମହିଳା ଏବଂ ୭୨ ବର୍ଷ ବୟଷ ର ପୁରୁଷ […]
Read More...

Advertisement