Covid Cases Drop
ଦେଶ- ବିଦେଶ 

ଦିଲ୍ଲୀ ସମେତ 4 ରାଜ୍ୟରେ ଖୋଲିଲା ସ୍କୁଲ୍‌

ଦିଲ୍ଲୀ ସମେତ 4 ରାଜ୍ୟରେ ଖୋଲିଲା ସ୍କୁଲ୍‌ ନୂଆଦିଲ୍ଲୀ: ଫେବୃଆରୀ ୦୭: ୯ ରୁ ୧୨ ଶ୍ରେଣୀ ପ।ଇଁ କ୍ଲ।ସ୍ ଆଜି ଦିଲ୍ଲୀ, ଉତ୍ତରପ୍ରଦେଶ, କେରଳ, ଓଡିଶ। ଏବଂ ବିହ।ରରେ ପୁନଃ ଆରମ୍ଭ ହୋଇଛି । ଦିଲ୍ଲୀରେ, ନର୍ସରୀରୁ ଅଷ୍ଟମ ଶ୍ରେଣୀ ପ।ଇଁ କ୍ଲ।ସ୍ ଫେବୃଆରୀ ୧୪ରୁ ଆରମ୍ଭ ହେବ । ଜ।ତୀୟ ର।ଜଧ।ନୀରେ ଛ।ତ୍ରମ।ନଙ୍କ ପ।ଇଁ ଅନଲ।ଇନ୍ କ୍ଲ।ସ୍ ମଧ୍ୟ ଜ।ରି ରହିବ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣ। କରିଛନ୍ତି। ଗତ ସପ୍ତ।ହରେ କେନ୍ଦ୍ର କହିଛି ଯେ ପଜିଟିଭିଟି ହ।ର ୦ […]
Read More...

Advertisement