covid case update
ଦେଶ- ବିଦେଶ 

ଦେଶରେ ୨୪ ଘଣ୍ଟାରେ ୪୦ ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମଣ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୪୦ ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମଣ ଚିହ୍ନଟ ଦିଲ୍ଲୀ: ଅଗଷ୍ଟ ୪: ଗତ ୨୪ ଘଣ୍ଟାରେ ଦେଶରେ ୪୨, ୬୨୫ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା ବେଳେ ୫୬୨ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏହି ତଥ୍ୟକୁ ମିଶାଇ ଦେଶରେ ମୋଟ କୋଭିଡ ସଂକ୍ରମଣ ମାମଲା ୩କୋଟି ୧୭ ଲକ୍ଷ ୬୯ ହଜାର ୧୩୨ ରହିଛି । ସେହିପରି ଦେଶରେ ମୋଟ ମୃତୁ୍ୟ ସଂଖ୍ୟା ୪ ଲକ୍ଷ ୨୫ ହଜାର ୭୫୭ ରହିଛି । ୨୪ ଘଣ୍ଟାରେ ୩୬ ହଜାର ୬୬୮ ଜଣ କରୋନା […]
Read More...

Advertisement