covid case ib india
ଦେଶ- ବିଦେଶ 

ଦେଶରେ ଗତ ୨୪ ଘଣ୍ଟାରେ ୩୫,୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ୩୯,୬୮୬ ସୁସ୍ଥ

ଦେଶରେ ଗତ ୨୪ ଘଣ୍ଟାରେ ୩୫,୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ୩୯,୬୮୬ ସୁସ୍ଥ ଭୁବନେଶ୍ୱର: ଅଗଷ୍ଟ ୯: ୨୪ ଘଣ୍ଟାରେ ଦେଶରେ ୩୫,୪୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨ ହଜାର ୧୮୮ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ୩୯,୬୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୧୧ ଲକ୍ଷ ୩୯ ହଜାର ୪୫୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଦେଶରେ ସୁସ୍ଥତର ହାର ବୃଦ୍ଧି […]
Read More...

Advertisement