COVID-19 vaccine update
ସ୍ୱାସ୍ଥ 

ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଟିକାକୁ ଦେଶ ଦେଲା ମଞ୍ଜୁରୀ

ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଟିକାକୁ ଦେଶ ଦେଲା ମଞ୍ଜୁରୀ ଦିଲ୍ଲୀ: ଅଗଷ୍ଟ ୭: ଦେଶର ଟିକାକରଣ ଅଭିଯାନରେ ଏକ ବଡ଼ ଖବର ଆସିଛି । ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନ ସିଙ୍ଗଲ ଡୋଜ ଟିକାକୁ ମଞ୍ଜୁରୀ ମିଳିଛି । ଚଳିତ ମାସ ଅଗଷ୍ଟ ୫ରେ କମ୍ପାନୀ ଏହାର ସିଙ୍ଗଲ ଡୋଜ ଟିକା ପାଇଁ ଆବେଦନ କରିଥିଲା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଟୁଇଟ୍‌ କରିଛନ୍ତି । ଏହାର ଗୋଟିଏ ଡୋଜ ଏତେ ପ୍ରଭାବଶାଳୀ ଯେ, ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ […]
Read More...

Advertisement