COVID-19 vaccination campaign
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୧୦, ୪୨୩ ଜଣ କରୋନା ସଂକ୍ରମିତ: କରୋନା ଟିକା ଅଭିଯାନ ‘ହର ଘର ଦସ୍ତକ’ ଆରମ୍ଭ

୨୪ ଘଣ୍ଟାରେ ଦେଶରେ ୧୦, ୪୨୩ ଜଣ କରୋନା ସଂକ୍ରମିତ: କରୋନା ଟିକା ଅଭିଯାନ ‘ହର ଘର ଦସ୍ତକ’ ଆରମ୍ଭ ଦିଲ୍ଲୀ: ନଭେମ୍ବର ୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୪୨୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୫, ୦୨୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୨୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୬ ଲକ୍ଷ ୮୩ ହଜାର ୫୮୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ […]
Read More...

Advertisement