COVID-19 situation
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୨ ହଜାରରୁ ଅଧିକ ସଂକ୍ରମିତ ଓ ୫୪ ମୃତ

୨୪ ଘଣ୍ଟାରେ ଦେଶରେ ୨ ହଜାରରୁ ଅଧିକ ସଂକ୍ରମିତ ଓ ୫୪ ମୃତ ଦିଲ୍ଲୀ: ଏପ୍ରିଲ ୨୨ : ଦୁଇ ଦିନ ହେବ ଦେଶରେ କରୋନ ଗ୍ରାଫ୍‌ ପୁଣି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୪୫୧ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୦ ଲକ୍ଷ ୫୨ ହଜାର ୪୨୫ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୧, ୫୮୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା […]
Read More...
ଓଡ଼ିଶା 

୨୪ ଘଣ୍ଟାରେ ରାଜ୍ୟରେ ୨୩୭ ଜଣ କରୋନା ସଂକ୍ରମିତ ଏବଂ ୨ ମୃତ

୨୪ ଘଣ୍ଟାରେ ରାଜ୍ୟରେ ୨୩୭ ଜଣ କରୋନା ସଂକ୍ରମିତ ଏବଂ ୨ ମୃତ ଭୁବନେଶ୍ୱର: ଡିସେମ୍ବର ୦୧ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧, ୮୫୧ ସ୍ୱାବ ଟେଷ୍ଟ ମଧ୍ୟରୁ ୨୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୯ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧୩୯ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୯୮ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୯ ହଜାର ୩୪୫ ଜଣ କରୋନାରେ […]
Read More...
ଦେଶ- ବିଦେଶ 

ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ ଲକ୍ଷ୍ୟ

ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ ଲକ୍ଷ୍ୟ ଭୁବନେଶ୍ୱର: ଅଗଷ୍ଟ ୨୫: ଗୁରୁ ଦିବସ (ସେପେଟମ୍ବର ୫) ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଜି ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଟିକାକରଣ ପାଇଁ କେନ୍ଦ୍ର ସରକାର ଟିକାର ଅତିରିକ୍ତ ଦୁଇ କୋଟିରୁ ଉର୍ଦ୍ଧ୍ୱ ଡୋଜ୍‌ ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ ବୋଲି ସେ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି । ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉ ବୋଲି ସେ ଟୁଇଟ କରି ସମସ୍ତ ରାଜ୍ୟ […]
Read More...

Advertisement