covid 19 new variant
ଜିଲ୍ଲା  ସ୍ୱାସ୍ଥ  ଓଡ଼ିଶା 

ର।ଜ୍ୟରେ ଆଉ ୨ ଓମିକ୍ରନ ଆକ୍ର।ନ୍ତ ଚିହ୍ନଟ

ର।ଜ୍ୟରେ ଆଉ ୨ ଓମିକ୍ରନ ଆକ୍ର।ନ୍ତ ଚିହ୍ନଟ ଭୁବନେଶ୍ୱର:ଡିସେମ୍ବର ୨୩: ର।ଜ୍ୟରେ ଆଉ ୨ ଜଣ ଓମିକ୍ରନ ଆକ୍ର।ନ୍ତ ଚିହ୍ନଟ । ଏନେଇ ସ୍ୱ।ସ୍ଥ୍ୟ ବିଭ।ଗକୁ ଔକଗ ଅବଗତ କରିଥିବ। ସୂଚନ। ଦିଆଯ।ଇଛି। ଆଗରୁ ୨ ଜଣ ଏହି ଭ୍ୟ।ରିଆଣ୍ଟରେ ଆକ୍ର।ନ୍ତ ହୋଇଥିଲେ। ଏହ।କୁ ମିଶ।ଇ ର।ଜ୍ୟରେ ଆକ୍ର।ନ୍ତଙ୍କ ସଂଖ୍ୟ। ୪ରେ ପହଞ୍ଚିଛି। ଏନେଇ ଜନସ୍ୱ।ସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସ୍ପଷ୍ଟ କରିଛନ୍ତି। ଆକ୍ର।ନ୍ତ ୨ ଜଣ ୧୧ ଓ ୧୫ ବର୍ଷୀୟ। ନ।ବ।ଳିକ।। ସେମାନେ ୧୩ ତାରିଖରେ ବ।ପ।,ମ।ଆଙ୍କ ସହ ନ।ଇଜେରିଆରୁ ଫେରିଥିଲେ। ରିପୋର୍ଟ […]
Read More...

Advertisement