county's new election commissioner rajib kumar
ଦେଶ- ବିଦେଶ 

ନୂଆ ନିର୍ବାଚନ କମିଶନ ହେଲେ ରାଜୀବ କୁମାର

ନୂଆ ନିର୍ବାଚନ କମିଶନ ହେଲେ ରାଜୀବ କୁମାର ନୂଆଦିଲ୍ଲୀ: ମଇ ୧୩: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର । ଆସନ୍ତା ୧୫ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ସୁଶୀଲ ‘ଚନ୍ଦ୍ରାଙ୍କ କାର୍ଯ୍ୟକାଳ ୧୪ ତାରିଖରେ ଶେଷ ହେବ । ଏହାପରେ ରାଜୀବ କୁମାରଙ୍କ କାର୍ଯ୍ୟକାଳ ୧୫ ତାରିଖରୁ ଆରମ୍ଭ ହେବ । ଏନେଇ ଆଜି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି […]
Read More...

Advertisement