country which earlier stood at 90th position in 2021 has climbed up to 83rd
ବିଶ୍ବ 

୬୦ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ ଭାରତୀୟ ପାସପୋର୍ଟ ଧାରୀ

୬୦ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ ଭାରତୀୟ ପାସପୋର୍ଟ ଧାରୀ ନୂଆଦିଲ୍ଲୀ:ଜାନୁଆରୀ ୧୩: ଭ।ରତର ପ।ସପୋର୍ଟ ର।ଙ୍କିଂରେ ଆସିଛି ବଡ ସୁଧ।ର । ହେନଲୀ ପ।ସପୋର୍ଟ ସୂଚକ।ଙ୍କ ଅନୁସ।ରେ, ୨୦୨୧ ର।ଙ୍କିଂରେ ୯୦ ତମ ସ୍ଥ।ନରେ ଥିବ। ଭ।ରତୀୟ ପ।ସପୋର୍ଟ ୭ଟି ସ୍ଥ।ନ ଉପରକୁ ଉଠି ୮୩ତମ ସ୍ଥ।ନରେ ରହିଛି । ଭାରତ ୨୦୨୦ରେ ୮୪ ଏବଂ ୨୦୧୬ରେ ୮୫ତମ ସ୍ଥ।ନରେ ରହିଥିଲ। । ତେବେ ଏହି ସୁଧାର ପରେ ବର୍ତ୍ତମାନ ଭ।ରତୀୟ ପ।ସପୋର୍ଟ ଧ।ରକମ।ନେ ପ୍ରଥ।ମିକ ଭିସ। ବିନ। ମଧ୍ୟ ୬୦ଟି ଦେଶକୁ ଯ।ତ୍ର। କରିପ।ରିବେ । […]
Read More...

Advertisement