Counterfeit foreign liquor seize in Odisha
ଜିଲ୍ଲା 

ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ବିଦେଶୀ ମଦ ଜବତ ,୨ ଗିରଫ

ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ବିଦେଶୀ ମଦ ଜବତ ,୨ ଗିରଫ ପାଟଣାଗଡ: ପାଟଣାଗଡ ଅବକାରୀ ବିଭାଗ ପକ୍ଷରୁ ୨ ଟି ସ୍ଥାନରେ ଚଢାଉ କରାଯାଇ ୧୯୬ ବୋତଲ ନକଲି ବିଦେଶୀ ମଦ ଜବତ କରାଯାଇଛି । ଏଥି ସହ କାରବାରରେ ସଂପୃକ୍ତ ୨ ଜଣ ଅଭିଯୁକ୍ତ ଗୌତମ ମହ ଏବଂ ରାମବ୍ରତ ସାହୁଙ୍କୁ ଗିରଫ କରାଯାଇଛି । ନକଲି ବିଦେଶୀ ମଦ ପ୍ରସ୍ତୁତି ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗ ଏବଂ ବିଭାଗର ଗୁଇନ୍ଦା ସଂସ୍ଥା ମିଳିତ ଭାବରେ ପାଟଣାଗଡ ସହରର କାଦୋପଡା ଅଞ୍ଚଳରେ […]
Read More...

Advertisement