corporate fashion
ଜୀବନଚର୍ଯ୍ୟା 

କର୍ପୋରେଟ ଫ୍ୟାଶନ

କର୍ପୋରେଟ ଫ୍ୟାଶନ ଆଜିକାଲି ଯୁବପିଢିଙ୍କ ଭିତରେ କର୍ପୋରେଟ୍‌ ଜବ୍‌ ପାଇଁ କ୍ରେଜ୍‌ ଦେଖିବାକୁ ମିଳୁଛି । ତେବେ ଏହି କର୍ପୋରେଟ୍‌ ଅଫିସ୍‌ଗୁଡିକର ଆଉଟ୍‌ ଫିଟ୍‌ ଟିକେ ହଟକେ ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି କର୍ପୋରେଟ ଷ୍ଟାଇଲ୍‌ ବିଷୟରେ ଯାହା ଆପଣଙ୍କୁ ଷ୍ଟାଇଲିସ୍‌ ରଖିବ । ବ୍ରାଉନ୍‌ ଲେଦର ପ୍ୟାଣ୍ଟ୍‌ ବ୍ରାଉନ୍‌ ଲେଦର ପ୍ୟାଣ୍ଟ୍‌ ସବୁବେଳେ କର୍ପୋରେଟ୍‌ ଷ୍ଟାଇଲରେ ଆଗରେ ରହିଥାଏ । ଏହା ପିନ୍ଧିବାକୁ ବେଶ୍‌ ଷ୍ଟାଇଲିସ୍‌ ହୋଇଥାଏ । ଏହି ପ୍ୟାଣ୍ଟକୁ ବ୍ଲାକ୍‌ କଲରର ଟର୍ଟରଲନେକ […]
Read More...

Advertisement