Coronavirus odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କୋଭିଡ-19:ଆରୋଗ୍ୟ ହାର ଶତକଡା 49.47 କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁନ ୧୨:କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 49.47%ରେ ପହଞ୍ଚିଛି । 1,47,194 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 1,41,842 ଜଣ ସକ୍ରିୟ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । କେବଳ ଗତ 24 ଘଣ୍ଟା ମଧ୍ୟରେ 6,166 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦ୍ଵିଗୁଣିତ ହେବା ହାର ମଧ୍ୟ ହ୍ରାସ ପାଇଛି । ଲକଡାଉନ ଆରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା 3.4 ଦିନରେ ଦ୍ଵିଗୁଣିତ ହେଉଥିବା ବେଳେ […]
ବଢିଲା କ ୍ୱାରେଣ୍ଟାଇନ ଅବଧି;୧୪ ପରିବର୍ତ୍ତେ ୨୮ ଦିନ
Published On
By Samaya Live
Edited by Papu Mohanty ଭୁବନେଶ୍ୱର(ସବୁ୍ୟ): 08/05: ରାଜ୍ୟରେ ବଢ଼ିଲା କ୍ୱାରେଣଫାଇନ ଅବଧି । ଏଣିକି କ ୍ୱାରେଣ୍ଟାଇନ ଅବଧି ୧୪ ଦିନ ପରିବର୍ତ୍ତେ ୨୮ ଦିନକୁ ବୃଦ୍ଧି କରାଯାଇଛି । ଏଥିସହ ସଙ୍ଗରୋଧ କେନ୍ଦ୍ରରେ ସିସି କ୍ୟାମେରାରେ ନଜର ରଖାଯିବ । ରାଜ୍ୟ ସରକାର ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏବେ ଠାରୁ ସନ୍ଦିUଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ରହିବାକୁ ପଡିବ । ଆଉ ୭ ଦିନ ଘରେ ରହି […]

