Coronavirus Active Cases in India
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୯, ୭୬୫ କରୋନା ସଂକ୍ରମିତ ଏବଂ ୪୭୭ ମୃତ

୨୪ ଘଣ୍ଟାରେ ଦେଶରେ ୯, ୭୬୫ କରୋନା ସଂକ୍ରମିତ ଏବଂ ୪୭୭ ମୃତ ଦିଲ୍ଲୀ: ଡିସେମ୍ବର ୦୨ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯, ୭୬୫ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୮, ୫୪୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୩୫ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୦ ଲକ୍ଷ ୩୭ ହଜାର ୫୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୯ […]
Read More...

Advertisement