Corona vaccine
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୧୬, ୩୨୬ କରୋନା ସଂକ୍ରମିତ ଏବଂ ୧୭, ୬୭୭ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୧୬, ୩୨୬ କରୋନା ସଂକ୍ରମିତ ଏବଂ ୧୭, ୬୭୭ ସୁସ୍ଥ ଦିଲ୍ଲୀ: ଅକ୍‌ଟୋବର ୨୩ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬, ୩୨୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୭, ୬୭୭ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି, ଯାହା ଏକ ଆଶ୍ୱସ୍ତିକର କଥା । ଦେଶରେ ସୁସ୍ଥତା ହାର ୯୮.୧୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୫ ଲକ୍ଷ ୩୨ ହଜାର ୧୨୬ ଜଣ କରୋନାରୁ […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୨୪, ୩୫୪ କରୋନା ସଂକ୍ରମିତ ଓ ୨୫, ୪୫୫ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୨୪, ୩୫୪ କରୋନା ସଂକ୍ରମିତ ଓ ୨୫, ୪୫୫ ସୁସ୍ଥ ଦିଲ୍ଲୀ: ଅକ୍‌ଟୋବର ୨ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪, ୩୫୪ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୯୧ ହଜାର ୬୧ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୫, ୪୫୫ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୮୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ […]
Read More...
ଓଡ଼ିଶା 

ରୁଷର କରୋନା ଟୀକା: ପ୍ରମାଣ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ରୁଷର କରୋନା ଟୀକା: ପ୍ରମାଣ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆଦିଲ୍ଲୀ:ଅଗଷ୍ଟ ୧୨: କରୋନାର ମୁକାବିଲା ପାଇଁ ରୁଷ ବାହାର କରିଥିବା ଟୀକା ନେଇ ଖବର ପ୍ରକାଶିତ ହେବାପରେ ସାରା ବିଶ୍ୱରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହା ଉପରେ ପ୍ରଶ୍ନ ଉଠାଇଛି । ଟୀକାର କାର୍ଯ୍ୟକାରିତା ବା ସଫଳତା ନେଇ ପ୍ରମାଣ ମାଗିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଜୀବାଣୁ ଟିକା ତିଆରି କରିବା ନେଇ ରୁଷ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଥିବା ନେଇ ନିଜେ ନିଜକୁ ଘୋଷଣା କରିଦେଇଛି […]
Read More...
ବିଶ୍ବ 

ରୁଷ ତିଆରି କରିଥିବା ବିଶ୍ୱର ପ୍ରଥମ କରୋନା ଟୀକା ପଞ୍ଜିକୃତ ହେଲା

ରୁଷ ତିଆରି କରିଥିବା ବିଶ୍ୱର ପ୍ରଥମ କରୋନା ଟୀକା ପଞ୍ଜିକୃତ ହେଲା ମସ୍କୋ: ଅଗଷ୍ଟ ୧୧: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର କହିଛନ୍ତି ଯେ ତାଙ୍କ ଦେଶ ବିଶ୍ୱର ପ୍ରଥମ କୋଭିଡ -19 ଟିକା ପଞ୍ଜିକୃତ କରିଛି। ଟାସ ନ୍ୟୁଜ୍ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ, ପୁଟିନ କହିଛନ୍ତି ଯେ ମଙ୍ଗଳବାର ସକାଳେ ଏହି ଟିକା ପଞ୍ଜିକୃତ ହୋଇଛି। ମଙ୍ଗଳବାର ସକାଳେ ରାଜ୍ୟ ଅଧିକାରୀଙ୍କ ଏକ ମିଟିଂ ଆରମ୍ଭ କରିବା ଅବସରରେ, ରୁଷ ରାଷ୍ଟ୍ରପତି କହିଥିଲେ, ‘ମୁ ଯେତିକି ଜଣେ, ଆଜି ସକାଳେ, କରୋନାଭାଇରସ୍ ସଂକ୍ରମଣ କୁ ବିରୁଦ୍ଧରେ […]
Read More...

Advertisement