corona update Odisha
ଓଡ଼ିଶା 

ଓଡ଼ିଶାରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି

ଓଡ଼ିଶାରେ ୨୪ ଘଣ୍ଟାରେ ୧୨ ଜଣ କରୋନା  ରୋଗୀଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୭: ଓଡିଶା ରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ସେଥିମଧ୍ୟରୁ ଗଂଜାମ ଓ ସୁନ୍ଦରଗଡ ରୁ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ଭଦ୍ରକ , ଢେଙ୍କାନାଳ, ଗଜପତି , କେନ୍ଦ୍ରାପଡ଼ା , ମୟୁରଭଞ୍ଜ ଏବଂ ସମ୍ବଲପୁର ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି ପାଇଛି I […]
Read More...
ଓଡ଼ିଶା 

ବିନା ଲକ୍ଷଣ ଥିବା ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହୋଇପାରିବେ : ମୁଖ୍ୟ ସଚିବ

ବିନା ଲକ୍ଷଣ ଥିବା ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହୋଇପାରିବେ : ମୁଖ୍ୟ ସଚିବ ଭୁବନେଶ୍ୱର : ଜୁଲାଇ ୧୩:ଏଣିକି ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ଆକ୍ରାନ୍ତ ! ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଘରେ ରହି ଚିକିତ୍ସା କରାଯିବା ଉପରେ ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ତେବେ ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସହରାଞ୍ଚଳରେ ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ […]
Read More...
ଓଡ଼ିଶା 

ଓଡ଼ିଶାରେ ଆଜି ସୁସ୍ଥହେଲେ ୧୪୩ କରୋନା ସଂକ୍ରମିତ; ମୋଟ ସୁସ୍ଥ ହେଲେଣି ୩୮୬୩ ଜଣ

ଓଡ଼ିଶାରେ ଆଜି ସୁସ୍ଥହେଲେ ୧୪୩ କରୋନା ସଂକ୍ରମିତ; ମୋଟ ସୁସ୍ଥ ହେଲେଣି ୩୮୬୩ ଜଣ ଭୁବନେଶ୍ୱର: ଜୁନ ୨୨: ଓଡ଼ିଶାରେ ଆଜି ୧୪୩ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଗଜପତି ରୁ ସର୍ବାଧିକ ୧୮ ଜଣ ସୁସ୍ଥ ହେଇଥିବା ବେଳେ, ବରଗଡ ରୁ ୧୫ ଜଣ, ମାଲକାନଗିରି ରୁ ୧୫ ଜଣ, ପୁରୀ ରୁ ୧୫ ଜଣ, ବଲାଙ୍ଗୀର ରୁ ୧୨ ଜଣ, କଟକରୁ ୧୦ ଜଣ, ଖୋର୍ଦ୍ଧା ରୁ ୯ ଜଣ, ମୟୁରଭଞ୍ଜ ରୁ ୮ ଜଣ, କେନ୍ଦ୍ରାପଡ଼ା ରୁ ୬ ଜଣ, ବାଲେଶ୍ୱର,ଢେଙ୍କାନାଳ ଓ ସମ୍ବଲପୁର ରୁ […]
Read More...
ଓଡ଼ିଶା 

୧୧୪ ଜଣ କରୋନା ସଂକ୍ରମିତ ସୁସ୍ଥ; ଓଡ଼ିଶାରେ ମୋଟ ସୁସ୍ଥ ହେଇସାରିଲେଣି ୨୭୦୮ ଜଣ

୧୧୪ ଜଣ କରୋନା ସଂକ୍ରମିତ ସୁସ୍ଥ; ଓଡ଼ିଶାରେ ମୋଟ ସୁସ୍ଥ ହେଇସାରିଲେଣି ୨୭୦୮ ଜଣ ଭୁବନେଶ୍ୱର: ଜୁନ ୧୪: ଓଡ଼ିଶାରେ ଆଜି ୧୧୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ସର୍ବାଧିକ ୩୦ ଜଣ ସୁନ୍ଦରଗଡ ରୁ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୩ ଜଣ, ଗଂଜାମ ରୁ ୧୭ ଜଣ, କଟକ ରୁ ୧୧ ଜଣ, ମୟୁରଭଞ୍ଜ ରୁ ୧୦ ଜଣ, ଗଜପତି ରୁ ୮ ଜଣ, ବରଗଡ ରୁ ୫ ଜଣ, ନୟାଗଡ ରୁ ୪ ଜଣ, ବଲାଙ୍ଗୀର ରୁ ୩ ଜଣ ଏବଂ ବାଲେଶ୍ୱର, କୋରାପୁଟ […]
Read More...

Advertisement