Corona update in India
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୨, ୭୧୦ କରୋନା ସଂକ୍ରମିତ ଚିହ୍ନଟ ଓ ୧୪ ମୃତ

୨୪ ଘଣ୍ଟାରେ ଦେଶରେ ୨, ୭୧୦ କରୋନା ସଂକ୍ରମିତ ଚିହ୍ନଟ ଓ ୧୪ ମୃତ ଦିଲ୍ଲୀ: ମେ ୨୭ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୭୧୦ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୧ ଲକ୍ଷ ୪୭ ହଜାର ୫୩୦ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୧୫ ହଜାର ୮୧୪ ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେହିପରି ଆଜି ୨, ୨୯୬ ଜଣ […]
Read More...

Advertisement