Corona Suresh Pujari
ଓଡ଼ିଶା 

ସୁରେଶ ପୂଜାରୀଙ୍କୁ କରୋନା

ସୁରେଶ ପୂଜାରୀଙ୍କୁ କରୋନା ଭୁବନେଶ୍ୱର : ଅଗଷ୍ଟ ୮: ବରଗଡ ସାଂସଦଙ୍କୁ କରୋନା । ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ୱିଟ୍‌ କରି ଜଣାଇଛନ୍ତି । ଟ୍ୱିଟ୍‌ରେ ସେ ଉଲ୍ଲେଖ କରିଛନ୍ତି କୋଭିଡ-୧୯ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଶୁକ୍ରବାର କରୋନା ପରୀକ୍ଷା ପାଇଁ ସ୍ୱାବ ନମୁନା ଦେଇଥିଲି । ଶନିବାର ମୋର ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା ଦେଇଛନ୍ତି । […]
Read More...

Advertisement