Corona news Odisha
ଓଡ଼ିଶା 

ଓଡ଼ିଶାରେ ଗୋଟିଏ ଦିନରେ ୪୦୦ ସୁସ୍ଥ: ମୋଟ ସୁସ୍ଥ ହେଲେ ୧୩ ହଜାର ୩୧୦ ଜଣ

ଓଡ଼ିଶାରେ ଗୋଟିଏ ଦିନରେ ୪୦୦ ସୁସ୍ଥ: ମୋଟ ସୁସ୍ଥ ହେଲେ ୧୩ ହଜାର ୩୧୦ ଜଣ ଭୁବନେଶ୍ୱର: ଜୁଲାଇ ୨୧: ମଙ୍ଗଳବାର ଦିନ ରାଜ୍ୟରେ ୪୦୦ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୩ ହଜାର ୩୧୦ ଜଣ ସୁସ୍ଥ ହେଇସାରିଲେଣି I ଆଜି ସୁସ୍ଥ ହେଇଥିବା ରୋଗୀଙ୍କ ମଧ୍ୟରେ, ଗଂଜାମ ର ୧୩୭ ଜଣ, କଟକ ର ୫୮ ଜଣ, ଖୋର୍ଦ୍ଧା ର ୪୬ ଜଣ, କୋରାପୁଟ ର ୪୧ ଜଣ, ଯାଜପୁର ର ୩୭ ଜଣ, କେନ୍ଦୁଝର ର ୧୪ ଜଣ, କେନ୍ଦ୍ରାପଡ଼ା ର […]
Read More...
ଓଡ଼ିଶା 

କରୋନା ମୁକାବିଲା; ଘରକୁ ଘର ବୁଲିବେ ଆଶା, ଏଏନ୍‌ଏମ୍‌

କରୋନା ମୁକାବିଲା; ଘରକୁ ଘର ବୁଲିବେ ଆଶା, ଏଏନ୍‌ଏମ୍‌ ଭୁବନେଶ୍ୱର : ଜୁନ ୧୫:କରୋନା ମୁକାବିଲା ପାଇଁ ଆଗାମୀ ୪ରୁ ୬ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସପ୍ତାହରେ ରାଜ୍ୟବାସୀ ସତର୍କ ଓ ସଚେତନ ରହିଲେ ନିଶ୍ଚିତ ରୂପେ ଜିତିବ ଓଡ଼ିଶା, ହାରିବ କରୋନା । କୌଣସି ବି କରୋନା ସଂକ୍ରମିତ ବ୍ୟକ୍ତି ପରୀକ୍ଷଣରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଆସନ୍ତାକାଲିଠାରୁ ଠାରୁ ଏକ ସ୍ୱତନ୍ତ୍ର ଅଭିଯାନରେ ଘରକୁ ଘର ବୁଲିବେ ଆଶା କର୍ମୀ ଓ ଏଏନ୍‌ଏମ୍‌ । କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ରାଜ୍ୟ […]
Read More...

Advertisement