Corona in bmc area
ଓଡ଼ିଶା 

ଭୁବନେଶ୍ୱରରେ କରୋନା, ଆଉ ୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରେ କରୋନା, ଆଉ ୬ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁନ ୧୦:ଭୁବନେଶ୍ୱରରେ ଆଜି ଆଉ ୬ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବିଏମ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଏମ୍ସ ହସ୍ପିଟାଲର ୪ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ବିଏମସି ତଥ୍ୟ ଅନୁସାରେ, ଏମ୍ସର ଜଣେ ୩୭ ବର୍ଷିୟ ଓ ଅନ୍ୟ ଜଣେ ୩୦ ବର୍ଷିୟ ପୁରୁଷ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ୩୧ ବର୍ଷୀୟ ମହିଳା କର୍ମଚାରୀ ଓ ଅନ୍ୟ ଜଣେ ୨୪ ବର୍ଷୀୟ […]
Read More...

Advertisement