CORONA GRAPH HIGH IN ODISHA
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରାଜ୍ୟରେ ଉପରମୁହାଁ ହେଉଛି କରୋନା ଗ୍ରାଫ
Published On
By Samaya Live
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କାୟା ମେଲIଉଛି କରୋନା I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୧୧ରେ ପହଞ୍ଚିଛି । ସେହିଭଳି ୧୯୭ ଜଣ ସଂକ୍ରମିତ ଏହି ସମୟରେ ସୁସ୍ଥ ହୋଇଛନ୍ତି । ଏହି ସମୟରେ ୬ହଜାର ୯୫୬ କୋଭିଡ୍ ଟେଷ୍ଟ ହୋଇଛି । ତେବେ ରାଜ୍ୟରେ କୋଭିଡରେ ଆଉ କେହି ପ୍ରାଣ ହରାଇ ନାହାନ୍ତି । […]

