corona cvirus
ଓଡ଼ିଶା 

୨୪ ଘଣ୍ଟାରେ ରାଜ୍ୟରେ ୨୬୪ ଜଣ କରୋନା ସଂକ୍ରମିତ ଏବଂ ୩ ମୃତ

୨୪ ଘଣ୍ଟାରେ ରାଜ୍ୟରେ ୨୬୪ ଜଣ କରୋନା ସଂକ୍ରମିତ ଏବଂ ୩ ମୃତ ଭୁବନେଶ୍ୱର: ନଭେମ୍ବର ୨୭ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୬, ୩୪ ସ୍ୱାବ ଟେଷ୍ଟ ମଧ୍ୟରୁ ୨୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୧ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧୫୪ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୧୦ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୮ ହଜାର ୪୯୨ ଜଣ କରୋନାରେ […]
Read More...

Advertisement