Corona cases in Ganjam
ଓଡ଼ିଶା 

ଗଞ୍ଜାମରେ ରହିବନି କୌଣସି ଟ୍ରେନ୍‌

ଗଞ୍ଜାମରେ ରହିବନି କୌଣସି ଟ୍ରେନ୍‌ ଭୁବନେଶ୍ୱର : ଜୁଲାଇ ୯: ଗଞ୍ଜାମରେ କରୋନା ସ୍ଥିତି ଅଣାୟତ । ଆକ୍ରାନ୍ତଙ୍କ ସଂଖ୍ୟା କିମବାରେ ନାଁ ଧରୁନି । ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ଅଟକିବ ନାହିଁ ଟ୍ରେନ । ଗୁରୁବାର ଠାରୁ ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନ୍‌ ରହିବନି ପାସେଞ୍ଜର ଟ୍ରେନ୍‌ । ‘କରୋନା’ ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତଟ ରେଳବାଇ ପଦକ୍ଷେପ ନେଇଛି । ଭୁବନେଶ୍ୱର-ବ୍ରହ୍ମପୁର ସ୍ପେଶାଲ ଟ୍ରେନକୁ ବାତିଲ କରି ଦିଆଯାଇଥିବା […]
Read More...

Advertisement