Corona cases in Bollywooid
ଓଡ଼ିଶା 

ଅନୁପମ ଖେରଙ୍କ ପରିବାରରେ କରୋନା

ଅନୁପମ ଖେରଙ୍କ ପରିବାରରେ କରୋନା ନୂଆଦିଲ୍ଲୀ : ଜୁଲାଇ ୧୨: ବଲିଉଡ୍‌ ଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କୁ କରୋନା ପରେ ଏବେ ପୁଣି ଜଣେ ବଲିଉଡ୍‌ ଷ୍ଟାରଙ୍କ ପରିବାରରେ ପସିଛି କରୋନା । ଅଭିନେତା ଅନୁପମ୍‌ ଖେରଙ୍କ ମାଆଙ୍କୁ କରୋନା ହୋଇଥିବା ନିଜେ ଅନୁପମ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଏଥିସହିତ ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀଙ୍କୁ ବି କରୋନା ପିଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଅନୁପମଙ୍କ ରିପୋର୍ଟ କି;ୁ ନେଗେଟିଭ ଆସିଛି । ଅନୁପମଙ୍କ […]
Read More...

Advertisement