corn field destroy in odisha
ଜିଲ୍ଲା 

ହାତୀପଲଙ୍କ ଉତ୍ପାତ, ୫ ଏକର ମକା ଫସଲ ନଷ୍ଟ

ହାତୀପଲଙ୍କ ଉତ୍ପାତ, ୫ ଏକର ମକା ଫସଲ ନଷ୍ଟ ନବରଙ୍ଗପୁର, ସେପ୍‌ଟେମ୍ବର ୨୯ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସମ୍ବଲପୁର ଗାଁ ନିକଟ ଜଙ୍ଗଲରେ ହାତୀପଲଙ୍କ ଉତ୍ପାତ । ୫ ଏକର ମକା ଫସଲ ଖାଇଲେ ଓ ଦଳି ନଷ୍ଟ କଲେ ୧୪ ଜଣ ଥିବା ଏକ ହାତୀପଲ । ୨ଟି ଛୁଆ ହାତୀ ସହ ୧୪ଟି ହାତୀ ପଡୋଶୀ ରାଜ୍ୟ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ରିସଗାଁ ରେଞ୍ଜ୍‌ ସଂରକ୍ଷିତ ଜଙ୍ଗଲ ପଟୁ ନବରଙ୍ଗପୁର ଜିଲ୍ଲାକୁ ପଶିଆସିଛନ୍ତି । ସୂଚନାନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୨ଟା […]
Read More...

Advertisement