corbhevax vaccine price decrease
ସ୍ୱାସ୍ଥ  ଓଡ଼ିଶା 

କମିଲା କୋର୍ବେଭାକ୍ସ ଟିକାର ଦାମ୍‌

କମିଲା କୋର୍ବେଭାକ୍ସ ଟିକାର ଦାମ୍‌ ଭୁବନେଶ୍ୱର: ମଇ ୧୭: ୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା ଦାମ । କୋର୍ବେଭାକ୍ସ ର୍ନିମାତା କମ୍ପାନୀ ବାୟୋଲୋଜିକାଲ-ଇ ଏହାର ଦର କମାଇଛି । ପୂର୍ବରୁ ଏହାର ଦାମ୍‌ ୮୪୦ ଟଙ୍କା ଥିବାବେଳେ ଏବେ ଏହାକୁ ୨୫୦ ଟଙ୍କା କରାଯାଇଛି । ତେବେ ଅନ୍ୟାନ୍ୟ ସବୁ ଚାର୍ଜର୍କୁ ମିଶାଇ ଡୋଜ୍‌ ପିଛା ଦର ୪୦୦ ଟଙ୍କା ହେବ । ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟପଟେ ରାଜ୍ୟରେ ଦୈନିକ […]
Read More...

Advertisement