cooling mattress topper
ଜୀବନଚର୍ଯ୍ୟା 

ଶରୀରକୁ ଥଣ୍ଡା ରଖିବ ତକିଆ

ଶରୀରକୁ ଥଣ୍ଡା ରଖିବ ତକିଆ ଶୋଇବା ସମୟରେ ଅଧିକାଂଶ ଲୋକଙ୍କ ବେକରୁ ଝାଳ ବାହାରିଥାଏ ଏବଂ ତକିଆର ଉଷ୍ମତା ଏହାକୁ ଆହୁରି ବଢାଇଥାଏ । ଏହାର ସମାଧାନ ସ୍ୱରୁପ ବିଶେଷଜ୍ଞମାନେ କୁଲିଂ ପିଲୋ ତଥା ଶୀତଳ ତକିଆକୁ ପ୍ରସ୍ତୁତ କରିଛନ୍ତି । ଆଜିକାଲି ଏହାର ବ୍ୟବହାରର ଟ୍ରେଣ୍ଡ୍‌ ମଧ୍ୟ ବୃଦ୍ଧି ପାଉଛି । ଏହି ଶୀତଳ ତକିଆ ଦେଖିବା ପାଇଁ ସାଧାରଣ ତକିଆ ପରି ହୋଇଥାଏ । ହେଲେ ଏହାର ପ୍ରସ୍ତୁତିରେ ଭିନ୍ନତା ଯୋଗୁଁ ମୁଣ୍ଡ ଏବଂ ବେକ ଭାଗରେ ଉଷ୍ମତା ବଢାଇନଥାଏ […]
Read More...

Advertisement