Contestants Papai Antara
ମନୋରଞ୍ଜନ 

‘ଡ୍ୟାନ୍‌ସ ଡିୱାନେ ୩’ରେ ମୀରାବାଈ ଚାନୁ

‘ଡ୍ୟାନ୍‌ସ ଡିୱାନେ ୩’ରେ ମୀରାବାଈ ଚାନୁ ଦିଲ୍ଲୀ,ଅଗଷ୍ଟ ୧୩: ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜେୟିନୀ ମୀରାବାଈ ଚାନୁ ‘ଡ୍ୟାନ୍‌ସ ଡିୱାନେ’ ସିଜନ୍‌ ୩ରେ ସ୍ୱାଧୀନତା ଦିବସ ଅବସରରେ ଅତିଥି ହୋଇ ଯାଇଛନ୍ତି । ଶୋ’ରେ ତାଙ୍କର ଭବ୍ୟ ସ୍ୱାଗତ ହେବା ସହ ପ୍ରତିଯୋଗୀ ପାପାଇ, ଅନ୍ତରା ଏବଂ ତରୁଣ ନୃତ୍ୟ ମାଧ୍ୟମରେ ମୀରାବାଈଙ୍କ ଜୀବନର ସଂଘର୍ଷ ପଦର୍ଶନ କରିଥିଲେ । ଯାହାକୁ ଦେଖି ମୀରାବାଈଙ୍କ ଆଖିରୁ ଲୁହ ଆସିଯାଇଥିଲା । ଅନ୍ୟ ଜଣେ ଆସାମର ପ୍ରତିଯୋଗୀ ଗୁଞ୍ଜନ ମଧ୍ୟ ନିଜ ନୃତ୍ୟ ମାଧ୍ୟମରେ […]
Read More...

Advertisement