congress rally
ଓଡ଼ିଶା 

ଆସନ୍ତା କାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରିବ କଂଗ୍ରେସ

ଆସନ୍ତା କାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରିବ କଂଗ୍ରେସ ଭୁବନେଶ୍ୱର: ନଭେମ୍ବର ୧୧: ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି । ମନ୍ତ୍ରୀଙ୍କ ଇସ୍ତାଫା ସହିତ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ କଂଗ୍ରେସ ଏହି ବନ୍ଦ ଡ଼ାକରା ଦେଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ । ପୂର୍ବରୁ ଏହି ବନ୍ଦ ପାଳନ ୧୨ ଘଣ୍ଟା ହେବାର ଥିଲା ବେଳେ ପରବର୍ତ୍ତୀ […]
Read More...

Advertisement