Congress president Sonia Gandhi
ଅପରାଧ 

ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ନୂଆଦିଲ୍ଲୀ: ଜୁନ ୨୮: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ ଦଳିତ ମହିଳା ଏହି ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାଧବନ ଜଣେ ଦଳିତ ମହିଳାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କ ସହିତ […]
Read More...
ରାଜନୀତି 

ଅଧ୍ୟକ୍ଷ ପଦ ପାଇଁ ସୋନିଆ ହିଁ ଫିଟ୍‌: କଂଗ୍ରେସ୍‌

ଅଧ୍ୟକ୍ଷ ପଦ ପାଇଁ ସୋନିଆ ହିଁ ଫିଟ୍‌: କଂଗ୍ରେସ୍‌ ନୂଆଦିଲ୍ଲୀ: ମାର୍ଟ୍ଟ ୧୪: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ତେବେ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ପାର୍ଟି ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ଆଗକୁ ବଢିବ। ସମସ୍ତେ ଏକ ସଙ୍ଗେ ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ପାର୍ଟିକୁ ଆଗକୁ ନେବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଆମକୁ ସୋନିଆ ଗାନ୍ଧୀଙ୍କ ନେତୃତ୍ଵ ଉପରେ ଭରସା ରହିଛି ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ। ସିଡବ୍ଲ୍ୟୁସିର […]
Read More...

Advertisement