congress in Punjab
ଦେଶ- ବିଦେଶ 

ମୋହାଲୀ ଶିକ୍ଷକ ଆନ୍ଦୋଳନରେ ସାମିଲ କେଜରିୱାଲ

ମୋହାଲୀ ଶିକ୍ଷକ ଆନ୍ଦୋଳନରେ ସାମିଲ କେଜରିୱାଲ ଦିଲ୍ଲୀ: ନଭେମ୍ବର ୨୭: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ରାଜନୀତି କୌଶଳ ଦେଖାଇଛନ୍ତି । ମୋହାଲୀରେ ଚାଲିଥିବା ଶିକ୍ଷକ ଆନ୍ଦୋଳନରେ କେଜରିୱାଲ ସାମିଲ ହୋଇଛନ୍ତି । ଦୀର୍ଘ ୧୧ ବର୍ଷ ହେବ ପଞ୍ଜାବର ଶିକ୍ଷକମାନେ ତାଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି । ଏତେ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ତାଙ୍କ ସମସ୍ୟା ସମାଧାନ କରୁନାହାନ୍ତି । ଏଣୁ ଏବେ […]
Read More...
ରାଜନୀତି  ଦେଶ- ବିଦେଶ 

ସିଦ୍ଧୁଙ୍କ ଇସ୍ତଫା ନେଇ ମନୀଷଙ୍କ କଟାକ୍ଷ: କହିଲେ ପଞ୍ଜାବ କନ୍ଦଳରେ ପାକିସ୍ତାନ ଖୁସି

ସିଦ୍ଧୁଙ୍କ ଇସ୍ତଫା ନେଇ ମନୀଷଙ୍କ କଟାକ୍ଷ: କହିଲେ ପଞ୍ଜାବ କନ୍ଦଳରେ ପାକିସ୍ତାନ ଖୁସି ଚଣ୍ଡୀଗଡ଼: ସେପ୍‌ଟେମ୍ବର ୨୯: ଗତକାଲି ପଞ୍ଜାବ କଂଗ୍ରେସର ସଭାପତି ପଦରୁ ନବଜୋତସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ । ତାଙ୍କର ଇସ୍ତଫା ପରେ ଏବେ କଂଗ୍ରେସ ଭିତରେ କନ୍ଦଳ ଦେଖାଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ଆନନ୍ଦପୁର ସାହିବ ଲୋକସଭା ସାଂସଦ ମନୀଷ ତିୱାରୀ ସିଦ୍ଧୁଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ପଞ୍ଜାବରେ ଚାଲିଥିବା କନ୍ଦଳକୁ ନେଇ ସବୁଠାରୁ ଅଧିକ ଖୁସି ପାକିସ୍ତାନ ହେଉଛି । ୧୯୮୦ ମସିହାରୁ ନେଇ […]
Read More...

Advertisement