Congress in Dhamnagar
ରାଜନୀତି  ଓଡ଼ିଶା 

ଧାମନଗର ଉପନିର୍ବାଚନ: କଂଗ୍ରେସ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ବାବା ହରେକୃଷ୍ଣ ସେଠୀ

ଧାମନଗର ଉପନିର୍ବାଚନ: କଂଗ୍ରେସ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ବାବା ହରେକୃଷ୍ଣ ସେଠୀ ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟରେ ତିନି ପ୍ରମୁଖ ଦଳ ଜୋର୍‌ଦାର ଲାଗିପଡ଼ିଛନ୍ତି । ନିର୍ବାଚନରେ ଲଢ଼ିବା ଲାଗି ଗତକାଲି କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ନିଜ ପ୍ରାର୍ଥୀ ଭାବେ ଚୟନ କରିଥିଲା । ଆଜି ବାବା ହରେକୃଷ୍ଣ ସେଠୀ ଏକ ଶୋଭାଯାତ୍ରା କରି ଭଦ୍ରକ ବ୍ଲକ ପରିସରରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ଜୟଦେବ ଜେନା, ଜଗନ୍ନାଥ […]
Read More...

Advertisement