complete elimination
ଦେଶ- ବିଦେଶ 

ଜମ୍ମୁ-କାଶ୍ମୀରରେ ୯୭ ସକ୍ରିୟ ଆତଙ୍କବାଦୀ ନିପାତ କରିବାକୁ ସଜ ହେଲେ ସେନା

ଜମ୍ମୁ-କାଶ୍ମୀରରେ ୯୭ ସକ୍ରିୟ ଆତଙ୍କବାଦୀ ନିପାତ କରିବାକୁ ସଜ ହେଲେ ସେନା ଦିଲ୍ଲୀ: ନଭେମ୍ବର ୧୫: ଜମ୍ମୁ-କାଶ୍ମୀର ମାଟିରୁ ଆତଙ୍କର ମୂଳୋତ୍ପାଟନ କରିବାକୁ ସଜ ହେଉଛନ୍ତି ଭାରତୀୟ ସେନା । ଏଥିପାଇଁ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ମଧ୍ୟ ସେନାର ଏହି କାର୍ଯ୍ୟରେ ଯୋଗ ଦେଇଛନ୍ତି । ସକ୍ରିୟ ଆତଙ୍କବାଦୀଙ୍କ ଏକ ତାଲିକା ଲିଷ୍ଟ ପ୍ରସ୍ତୁତ କରିଛି ଗୁଇନ୍ଦା । ଗୁଇନ୍ଦା ବିଭାଗ ଜମ୍ମୁ କାଶ୍ମୀରର ୯ ଟି କ୍ଷେତ୍ରରେ ସକ୍ରିୟ ଥିବା ପାଖାପାଖି ୯୭ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରିଛି । ଚିହ୍ନଟ ଆତଙ୍କବାଦୀଙ୍କ ମଧ୍ୟରେ ୨୪ଜଣ ହିଜବୁଲ ମୁଜାହିଦ୍ଦିନ୍‌ […]
Read More...

Advertisement