commissionerate police building to be renamed as police seva bhawan
ବିଶ୍ବ 

ବଦଳିବ କମିସନରେଟ ପୋଲିସ କାର୍ଯ୍ୟାଳୟର ନାମ

ବଦଳିବ କମିସନରେଟ ପୋଲିସ କାର୍ଯ୍ୟାଳୟର ନାମ ସମୟ ଲାଇଭ,୨/୧: କମିସନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ଗୁରୁବାର ପାଳନ କରାଯାଇଛି। ଭୁବନେଶ୍ୱର ଓଏସଏସ ସପ୍ତମ ବାଟାଲିୟନ ଗ୍ରାଉଣ୍ଟରେ ଏହି ପ୍ରତିଷ୍ଠା ଦିବସ ପାଳନ ହେଉଛି। ତେବେ କମିସନରେଟ ପୋଲିସ ମୁଖ୍ୟାଳୟର ନାମ ବଦଳିବ ବୋଲି ପ୍ରତିଷ୍ଠା ଦିବସ ଅବସରରେ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ବଡ ଘୋଷଣା କରିଛନ୍ତିି। କମିସନରେଟ୍ ମୁଖ୍ୟ କାର୍ଯ୍ୟାଳୟ ପୋଲିସ ସେବା ଭବନ ନାଁରେ ନାମିତ ହେବ ବୋଲି ସେ କହିଛନ୍ତି। ଏଥିସହ ଟ୍ରାଫିକ୍ ସମସ୍ୟା ଦୂର ହେବା ସହ […]
Read More...

Advertisement