commersial
ବାଣିଜ୍ୟ  ଦେଶ- ବିଦେଶ 

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍‌ ଭୁବନେଶ୍ୱର: ମଇ ୧୯: ଘରୋଇ ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ସେହିପରି କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦାମରେ ୮ ଟଙ୍କା ବୃଦ୍ଧି ଘଟିଛି । ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସିଲିଣ୍ଡର ଦାମ୍‌ ବୃଦ୍ଧି ହୋଇଛି । ଦାମ୍‌ ବୃଦ୍ଧି ପରେ ଘରୋଇ ସିଲିଣ୍ଡର ଦାମ୍‌ ଅନେକ ସହରରେ ବର୍ତ୍ତମାନ ୧,୦୦୦ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀ ଓ ମୁମ୍ବାଇରେ ଏଲପିଜି ସିଲିଣ୍ଡର ଦାମ୍‌ ୧,୦୦୩ ଟଙ୍କା ହୋଇଥିବା […]
Read More...

Advertisement