Commercial LPG cylinder prices hiked by Rs 105
ବାଣିଜ୍ୟ  ଦେଶ- ବିଦେଶ 

ଆକାଶ ଛୁଆଁ ହେଲା ଏଲପିଜି ଗ୍ୟାସ୍‌ ପ୍ରାଇସ୍‌

ଆକାଶ ଛୁଆଁ ହେଲା ଏଲପିଜି ଗ୍ୟାସ୍‌ ପ୍ରାଇସ୍‌ ନୂଆଦିଲ୍ଲୀ: ମାର୍ଚ୍ଚ ୧: ୟୁକ୍ରେନ୍‌ ଓ ଋଷ ଲଢେଇ ମଧ୍ୟରେ ଏହାର ପ୍ରଭାବ ସାରା ବିଶ୍ୱରେ ବର୍ତ୍ତମାନ ଠାରୁ ଦେଖିବାକୁ ମିଳୁଛି । ଏହାର ପ୍ରଭାବ ପ୍ରଥମେ ଏଲପିଜି ଗ୍ୟାସରୁ ଆରମ୍ଭ ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୫ ଟଙ୍କାକୁ ବୃଦ୍ଧି କରାଯାଇଛି। କୋଲକାତାରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୦୮ ଟଙ୍କା ବୃଦ୍ଧି କରାଯାଇଛି। ମୁମ୍ବାଇରେ ବାଣିଜ୍ୟିକ ଗ୍ୟାସ ବର୍ତ୍ତମାନ ୧,୯୬୨ ଟଙ୍କା ଏବଂ […]
Read More...

Advertisement