commercial gas rate
ବାଣିଜ୍ୟ  ଦେଶ- ବିଦେଶ 

କମିଲା କମରସିଆଲ ଏଲପିଜି ସିଲିଣ୍ଡର ଦର

କମିଲା କମରସିଆଲ ଏଲପିଜି ସିଲିଣ୍ଡର ଦର ସାଧାରଣଜନତାଙ୍କୁ ମିଳିଲା ଆଶ୍ୱସ୍ତି । ପେଟ୍ରୋଲ ଓ ଡିଜେଲ ପରେ ଏବେ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଶସ୍ତା ହୋଇଛି । ଆଜି ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦାମ୍‌ କମ୍‌ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍‌ ୧୩୫ ଟଙ୍କା ଶସ୍ତା ହୋଇଛି । ଆଜିଠୁ ନୂଆ ଦର ଲାଗୁ ହୋଇଛି । ଦାମ୍‌ କମ୍‌ ପରେ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦାମ୍‌ ଅନେକ ସହରରେ […]
Read More...

Advertisement