command 'centres' if Ukraine
ବିଶ୍ବ 

ୟୁକ୍ରେନ୍‌କୁ ମସ୍କୋର ଧମକ: କିଭ୍‌ର ‘କମାଣ୍ଡ ସେଣ୍ଟର’କୁ ଉଡ଼ାଇ ଦେବୁ

ୟୁକ୍ରେନ୍‌କୁ ମସ୍କୋର ଧମକ: କିଭ୍‌ର ‘କମାଣ୍ଡ ସେଣ୍ଟର’କୁ ଉଡ଼ାଇ ଦେବୁ ମସ୍କୋ: ଏପ୍ରିଲ ୧୪: ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ଦିନକୁ ଦିନ ପ୍ରଖର ହେବାରେ ଲାଗିଛି । ଦୁଇ ଦେଶ ପରସ୍ପରକୁ ଆକ୍ରମଣ କରିବାରେ ବିରତି ନେଉନାହାନ୍ତି । ଋଷ୍‌ ଯେପରି ୟୁକ୍ରେନ୍‌କୁ ବଳ ଦେଖାଉଛି, ୟୁକ୍ରେନ୍‌ ମଧ୍ୟ ଠିକ୍‌ ତାହାର ଜବାବ୍‌ ଦେଉଛି । ତେବେ ଏହାରି ମଧ୍ୟ ମସ୍କୋ ୟୁକ୍ରେନ୍‌କୁ ଧମକ ଦେଇଛି । କହିଛି, ଯଦି ୟୁକ୍ରେନୀୟ ସୈନିକମାନେ ରୁଷୀୟ ଅଞ୍ଚଳରେ ଆକ୍ରମଣ ଜାରି ରଖିବେ ତେବେ ରାଜଧାନୀ କିଭ୍‌ରେ ଥିବା ୟୁକେନ୍‌୍ର କମାଣ୍ଡ୍‌ ‘ସେଣ୍ଟର୍‌’ […]
Read More...

Advertisement