college principal Rajib Lochan Acharya
ଜିଲ୍ଲା 

ନକଲି ଚେକ୍‌ ରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ

ନକଲି ଚେକ୍‌ ରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ ସୋନପୁର : ନକଲି ଚେକ୍‌ ଜରିଆରେ ସୋନପୁର କଲେଜର ଏକ ଆକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହଡପ ହୋଇଛି । ଏହି ଘଟଣା ନେଇ ସଂପୂର୍ଣ୍ଣ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । କଲେଜ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ସୋନପୁର ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ସୋନପୁର ଥାନାରେ ୧୧୮ / ୨୨ ନେଇ ଏକ ମାମଲା ରୁଜୁ ହୋଇଛି । ସୋନପୁର ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ […]
Read More...

Advertisement