coconut Walnut Burfi
ଜୀବନଚର୍ଯ୍ୟା 

ନଡିଆ ଅଖରୋଟ ବର୍ଫି

ନଡିଆ ଅଖରୋଟ ବର୍ଫି ସାମଗ୍ରୀ : ୨ କପ କୋରା ନଡିଆ, ୧କପ ଚିନି, ଅଧାକପ ଅଖରୋଟ ପାଉଡର, ଅଳ୍ପ ପରିମାଣରେ ଗୁଜୁରାତି ଗୁଣ୍ଡ, ଅଧା କପ ଅଖରୋଟ ଖଣ୍ଡ । ପ୍ରଣାଳୀ : ପ୍ରଥମେ ମିଡିଅମ୍‌ ଆଞ୍ଚରେ ୨ମିନିଟ୍‌ ପାଇଁ ନଡିଆକୁ ଭାଜ;ୁ । ଭାଜିଲା ପରେ ଏଥିରେ ଚିନି ପକାଇ ଚିନି ମିଶିବା ଯାଏଁ ଭାଜ;ୁ । ଯେତେବେଳେ ନଡିଆ ଓ ଚିନି ଭଲ ଭାବରେ ମିଶିଯିବ, ସେତେବେଳେ ଏଥିରେ ଅଖରୋଟ ପାଉଡର ମିଶା;ୁ । ଏହାର ୨ମିନିଟ୍‌ […]
Read More...

Advertisement