coconut banana idli
ଜୀବନଚର୍ଯ୍ୟା 

ନଡିଆ କଦଳୀ ଇଡିଲ୍‌

ନଡିଆ କଦଳୀ ଇଡିଲ୍‌ ସାମଗ୍ରୀ – ଗୋଟିଏ କପ ଇଡିଲ୍‌ ଆଣ, ୬ଚାମଚ ଗୁଣ୍ଡ ଗୁଡ, ଅଳ୍ପ କିଛି ଗୁଜୁରାତି ଗୁଣ୍ଡ, ଅଧା ଖଣ୍ଡ କଟା କଦଳୀ, ଏକ କପ ନଡିଆ ରସ । ପ୍ରଣାଳୀ – ପ୍ରଥମେ ପିଠା ଆଣରେ କଦଳୀ, ଗୁଜୁରାତି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଗୁଡ ମିଶାଇ ନିଅନ୍ତୁ । ଏହାକୁ ଇଡିଲ୍‌ ଛାଞ୍ଚରେ ଦେଇ ଇଡିଲ୍‌ ପ୍ରସ୍ତୁତ କରି ନିଅନ୍ତୁ । ଏହାପରେ ଏକ ପାତ୍ରରେ ନଡିଆ ରସକୁ ଗରମ କରନ୍ତୁ । ସେଥିରେ […]
Read More...

Advertisement